ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ସୁବାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।

ଗଞ୍ଜାମ, 28/04/2026, ଉତ୍କଳ voice
Article Image
ଗିରିସୋଲା କ୍ଳଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ.ସୁବାଣୀ, ସ୍କୁଲର ୧୦ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ନାମ ହେଉଛି ଆୟୁଷ ବେହେରା,ରୂପାଲି ବେହେରା,ନମ୍ରତା ବେହେରା, ପୂଜା ବେହେରା, ଶିଶିର ବେହେରା, ତିଳୋତ୍ତମା ବେହେରା, ବିଭୁପ୍ରସାଦ ଜାନି, ପ୍ରେମା ବେହେରା, ଅଙ୍କିତା ବେହେରା,ଚିଣ୍ଟୁ ବେହେରା ।ଏହି ସଫଳତା ରେ ବି. ଇ. ଓ, ଶ୍ରୀ ପନ୍ନଗ ଭୂଷଣ ମାଝୀ BRCCତ୍ରିନାଥ ମଲ୍ଲିକ, ସମସ୍ତ ABEO,CRCC, ବିଦ୍ୟାଳୟ ସଭାପତି ଖୁସି ବ୍ୟକ୍ତ କରିବା ସହିତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକସୁରେଶ ପାତ୍ର ଓ ରାଜକିଶୋର ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ସାହିତ କରିଛନ୍ତି, ବିଦ୍ୟାଳୟ ରେ ନୂତନଶିକ୍ଷା ନୀତି ପ୍ରକାରେ ଉତ୍କୃଷ୍ଟ ଶିକ୍ଷାଦାନ ପାଇଁ ଅଭିଭାବକ ମାନେ ସାଧୁବାଦ ଜଣାଇଛନ୍ତି l
6